Zonal Meet – 2026 (Satya, Nistha & Krupa)
ସମ୍ମାନସ୍ପଦ ଦିବ୍ୟସନ୍ତାନଗଣ, ସମସ୍ତଙ୍କୁ ସାଦର ଶୁଭେଚ୍ଛା। ବନ୍ଦେମାତରମ୍। ଆସନ୍ତା ତା ୧୬.୧୦.୨୬ ରିଖ ଅପରାହ୍ନ ୪ ଟାରୁ ତା ୧୮.୧୦.୨୬ ରିଖ ମଧ୍ୟାହ୍ନ ପର୍ଯ୍ଯନ୍ତ ଆଞ୍ଚଳିକ (ସତ୍ୟ, ନିଷ୍ଠା ଓ କୃପା) ଶ୍ରୀଅରବିନ୍ଦ ଅଗ୍ରଦୂତ ଛାତ୍ରଛାତ୍ରୀ ପାଠଚକ୍ର ସମ୍ମିଳନୀ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର, ନୂଆରାଜବାଟି, ନୟାଗଡଠାରେ ଅନୁଷ୍ଠିତ ହେବ। ଶ୍ରଦ୍ଧା ଓ ଆନ୍ତରିକତାର ସହ ଏହି ଦିବ୍ୟକାର୍ଯ୍ୟରେ ଅଂଶଗ୍ରହଣ କରିବାକୁ ସମସ୍ତ ଅଗ୍ରଦୂତ ଛାତ୍ରଛାତ୍ରୀ ତଥା ସତ୍ୟ, ନିଷ୍ଠା ଓ କୃପା ମଣ୍ଡଳର […]