- This event has passed.
Zonal Meet – 2026 (Samata)
October 23 @ 4:00 pm - October 24 @ 2:00 pm
ସମ୍ମାନସ୍ପଦ ଦିବ୍ୟସନ୍ତାନଗଣ,
ସମସ୍ତଙ୍କୁ ସାଦର ଶୁଭେଚ୍ଛା। ବନ୍ଦେମାତରମ୍।
ଆସନ୍ତା ତା ୨୩.୧୦.୨୬ ରିଖ ଅପରାହ୍ନ ୪ ଟାରୁ ତା ୨୫.୧୦.୨୬ ରିଖ ମଧ୍ୟାହ୍ନ ପର୍ଯ୍ଯନ୍ତ ସମତା ମଣ୍ଡଳ, ଶ୍ରୀଅରବିନ୍ଦ ଅଗ୍ରଦୂତ ଛାତ୍ରଛାତ୍ରୀ ପାଠଚକ୍ର ସମ୍ମିଳନୀ ନିମ୍ନ କାର୍ଯ୍ୟସୂଚୀ ଅନୁସାରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର, ମାତୃବିହାର, ସୁନ୍ଦରଗଡଠାରେ ଅନୁଷ୍ଠିତ ହେବ। ଶ୍ରଦ୍ଧା ଓ ଆନ୍ତରିକତାର ସହ ଏହି ଦିବ୍ୟକାର୍ଯ୍ୟରେ ଅଂଶଗ୍ରହଣ କରିବାକୁ ସମସ୍ତ ଅଗ୍ରଦୂତ ଛାତ୍ରଛାତ୍ରୀ ତଥା ସମତା ମଣ୍ଡଳର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଏବଂ ସମସ୍ତ ମାତୃସନ୍ତାନ ମାନଙ୍କୁ ବିନମ୍ର ଅନୁରୋଧ।
ଧନ୍ୟବାଦ ସହ
ଶ୍ରୀଅରବିନ୍ଦ ଅଗ୍ରଦୂତ ଛାତ୍ରଛାତ୍ରୀ ବୃନ୍ଦ
ମାତୃବିହାର, ସୁନ୍ଦରଗଡ
Please Contact
- Mitu Bhai (Matrubihar) – 9861310475
- Babu Bhai (Rajgangpur) – 7978668867
- Swaraj Bhai (Matrubhaban) – 7008167287
Dambaru Bhai – 9938895220