- This event has passed.
Zonal Meet – 2026 (Samarpana)
ସମ୍ମାନସ୍ପଦ ଦିବ୍ୟସନ୍ତାନଗଣ,
ସମସ୍ତଙ୍କୁ ସାଦର ଶୁଭେଚ୍ଛା। ବନ୍ଦେମାତରମ୍।
ଆସନ୍ତା ତା ୨୧.୧୦.୨୬ ରିଖ ଓ ତା ୨୨.୧୦.୨୬ ରିଖ ସମର୍ପଣ ମଣ୍ଡଳ, ଶ୍ରୀଅରବିନ୍ଦ ଅଗ୍ରଦୂତ ଛାତ୍ରଛାତ୍ରୀ ପାଠଚକ୍ର ସମ୍ମିଳନୀ ନିମ୍ନ କାର୍ଯ୍ୟସୂଚୀ ଅନୁସାରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ବନ୍ଧପଡ଼ା, କଳାହାଣ୍ଡିଠାରେ ଅନୁଷ୍ଠିତ ହେବ। ଶ୍ରଦ୍ଧା ଓ ଆନ୍ତରିକତାର ସହ ଏହି ଦିବ୍ୟକାର୍ଯ୍ୟରେ ଅଂଶଗ୍ରହଣ କରିବାକୁ ସମସ୍ତ ଅଗ୍ରଦୂତ ଛାତ୍ରଛାତ୍ରୀ ତଥା ସମର୍ପଣ ମଣ୍ଡଳର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଏବଂ ସମସ୍ତ ମାତୃସନ୍ତାନ ମାନଙ୍କୁ ବିନମ୍ର ଅନୁରୋଧ।
ଧନ୍ୟବାଦ ସହ
ଶ୍ରୀଅରବିନ୍ଦ ଅଗ୍ରଦୂତ ଛାତ୍ରଛାତ୍ରୀ ବୃନ୍ଦ
ବନ୍ଧପଡ଼ା, କଳାହାଣ୍ଡି
Please Contact
◉ Feroz Bhai (Bandhapada) – 7008088177
◉ Bhopal Bhai (Bandhapada) – 9777770878
◉ Baidyanath Bhai (Bandhapada) – 9668007674
◉ Ramesh Bhai (Bandhapada) – 9938840199
◉ Swaraj Bhai (Matrubhaban) – 7008167287